Kulfi Rani Chocobar Sambalpuri Song Lyrics

Kulfi Rani Chocobar Sambalpuri Song Lyrics

 Tate Miss Makuchhen Barambar Lyrics

Kulfi Rani Chocobar Sambalpuri Song Lyrics 


 ଆଜି ଭେଟ୍ ପଡ୍’ମି କାଲି ଭେଟ୍ ପଡ୍’ମି

ମୋର୍ ସୁନ୍’କୁ ସୁନା ବାବୁ ସିଅର୍ ଦେଖା କର୍’ମି


ଆଜି ଭେଟ୍ ପଡ୍’ମି କାଲି ଭେଟ୍ ପଡ୍’ମି

ମୋର୍ ସୁନ୍’କୁ ସୁନା ବାବୁ ସିଅର୍ ଦେଖା କର୍’ମି

ମୋର୍ ଦିନ୍ କଟୁଛେ ସୁନା ତୋର୍ କରି ଇନ୍ତିଜାର୍


ଏ ମୋର୍ କୁଲ୍’ଫି ରାନୀ ଚୋକୋବାର  

ତୋତେ ମିସ୍ କରୁଛେଁ ବାରମ୍ବାର୍

ଏ ମୋର୍ କୁଲ୍’ଫି ରାନୀ ଚୋକୋବାର 

ତୋତେ ମିସ୍ କରୁଛେଁ ବାରମ୍ବାର୍


 ଘୁସା କଲେ କାଏଁ କର୍’ମି ଖାଲିଟା ରେ ଯେତେ

ଟାଇମ୍ ନାଇଁ ମିଲୁଛେ ଭେଟ୍ ହେବାକେ ମୋତେ

ହେଲେ ଅବୁଝା କାଏଁ କର୍’ମି ଘରେ କାମ୍ କେତେ

କେତେବେଲେ କର୍’ମି ଆରୁ ପ୍ୟାର୍


ତୁଇ ମୋର୍ ଲାଇଫ୍’ବୟ ଭିମ୍’ବାର୍

ତୋତେ ମିସ୍ କରୁଛେଁ ବାରମ୍ବାର୍

ତୁଇ ମୋର୍ ଲାଇଫ୍’ବୟ ଭିମ୍’ବାର୍

ତୋତେ ମିସ୍ କରୁଛେଁ ବାରମ୍ବାର୍


ରହି ନାଇଁ ହେଉଁଛେ ନାଇଁ ବୁଝବାର ମନ 

ତତେ ଟିକେ ଦେକଲେ କଥା ପଦେ ହେଲେ 

ମତେ ଖୁସି ଲାଗେ ହାଏ ରେ ଧନ

ଖୁସି ଲାଗେ ଧନ


ରହି ନାଇଁ ହେଉଁଛେ ନାଇଁ ବୁଝବାର ମନ 

ତତେ ଟିକେ ଦେକଲେ କଥା ପଦେ ହେଲେ 

ମତେ ଖୁସି ଲାଗେ ହାଏ ରେ ଧନ

ଖୁସି ଲାଗେ ଧନ


ବୁଝି ମୁଇ ପାରୁଛେ ସବୁ କଥା ଧନ 

ତତେ ଦେଖା କର୍ତ୍ତୀ କଥା ପଦେ ହେତି


ତତେ ଖୁଯେ ଇ ମନ 

ତତେ ଖୁଯେ ଇ ମନ 

ମୋର ଦିନ କଟୁଛେ ସୁନା ତୋର କରି ଇନ୍ତେଯାର


ଏ ମୋର୍ କୁଲ୍’ଫି ରାନୀ ଚୋକୋବାର  

ତତେ ମିସ୍ କରୁଛେଁ ବାରମ୍ବାର୍


ତୁଇ ମୋର୍ ଲାଇଫ୍’ବୟ ଭିମ୍’ବାର୍

ତତେ ମିସ୍ କରୁଛେଁ ବାରମ୍ବାର୍


Song details 

Song : Tate Miss Makuchhen Barambar

Singer : Ruku Suna

Singer : Ira Mohanty

Music : Malaya Mishra

Lyrics : Dilip Singh


Keywords :

Kulfi rani chocobar sambalpuri song lyrics meaning Kulfi rani chocobar sambalpuri song lyrics download Kulfi rani chocobar sambalpuri song lyrics english kulfi rani chocobar odia song download kulfi rani chocobar odia song download pagalworld odia bhajan .

Post a Comment

Previous Post Next Post